ଚଳିତ ପୂଜାରେ ମୂର୍ତ୍ତୀ ଉଚ୍ଚତାକୁ ନେଇ ଜୋରଦାର ବିରୋଧ

OTV 12K Views
  • 1K
  • 35
  • 10

Generating Download Links...

ପୂଜା ପାଇଁ ଗାଇଡ୍ ଲାଇନକୁ ନେଇ ଅସନ୍ତୋସ କୁହୁଳିବାରେ ଲାଗିଛି । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ମୂର୍ତ୍ତୀ ଗୁଡିକର ଉଚ୍ଚତାକୁ କମ କରିବାକୁ କରାଗଲାଣି ଜୋରଦାରବିରୋଧ...

Posted 2 months ago

Tushar Nayak 2 months ago

Government officials mananka tike mental health check up karajau

Sunil Kumar 2 months ago

ମୂର୍ତ୍ତୀ ଉଚ୍ଚା ହେଲେ ଅସୁବିଧା କିନ୍ତୁ ନେତା ମାନେ ସଭା ଆୟୋଜନ କଲେ corona ହବନି

Srikrishna Khuntia 2 months ago

Baahuta dina gadira rahigale to munda kharap hei galani sarakara

Seth Mukunda 2 months ago

ମୂର୍ତ୍ତି ବନ୍ଦ୍ କର ଫଟୁ ରେ ଚଲେଇ ନିଅ ନୁ ତୁମର କଥା ଜଣା ଗଲା ନୁ ସବୁ ଭଣ୍ଡ ସଲେ କଥା ଲାଗୁଛ

Debananda Bahinipati 2 months ago

Maa nkara 4fut murti au netanka pendall 14fut babare rajaniti

Chetan Vaja 2 months ago

Jay mataji

Antarjyami Bastia 2 months ago

ମୁତ୍ତୀ ଉଚ ହେବାରେ କିଛି ଅଶୁବିଧା ନାହିଁତ,ଏଠିବି କରୋନା ହେଉଛୀ 🙏🏿🙏🏿

Dêvìlx Dillip 2 months ago

Maa 🙏

Niladree Swain 2 months ago

Murti height adhika hele ki problem 🤣🤣

Dharmendra Kumar Rath 2 months ago

Puja parban upare sarkar nka nispati grahan yogya nuhen.